Latest Odisha News

ଏହି ଦିନ ରିଲିଜ କରିବ ତାପସୀଙ୍କ ‘ଲୁପ୍‌ ଲପେଟା’

ନୂଆଦିଲ୍ଲୀ: କରୋନାକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ମଧ୍ୟରେ ଅନେକ ଚଳଚ୍ଚିତ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯାଉଛି। ଅଭିନେତ ତାପସୀ୍ରୀ ପନ୍ନୁଙ୍କ ଆଗାମୀ ଚଳଚ୍ଚିତ୍ର ‘ଲୁପ୍‌ ଲପେଟା’ ଓଟିଟିରେ ରିଲିଜ କରିବା ନେଇ ସ୍ପଷ୍ଟ ହୋଇଛି। ଏହି ଫିଲ୍ମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ତାପସୀ ଏବଂ ତାହିର ରାଜ।

ଫେବ୍ରୁଆରୀ ୪ରେ ଫିଲ୍ମ ରିଲିଜ କରିବ ବୋଲି ଜଣାପଡ଼ିଛି। ଫିଲ୍ମ ନେଟ୍‌ଫ୍ଲିକ୍ସରେ ରିଲିଜ କରିବ ବୋଲି କୁହାଯାଉଛି। ଏହା ଏକ କମେଡି ଥ୍ରୀଲର ଫିଲ୍ମ। ଫିଲ୍ମକୁ ନେଇ ତାପସୀଙ୍କ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

Comments are closed.