ଆଜି ହେଉଛି ପବିତ୍ର ପାପାଙ୍କୁଶ ଏକାଦଶୀ; ଜାଣନ୍ତୁ ଏହାର ମହତ୍ତ୍ୱ
ଭୁବନେଶ୍ୱର: ଆଶ୍ୱିନ ଶୁକ୍ଳପକ୍ଷରେ ପଡୁଥିବା ଏକାଦଶୀ 'ପାପାଙ୍କୁଶା' ଏକାଦଶୀ ନାମରେ ଜଣା। ଏହା ସର୍ବପାପହାରୀ, ସ୍ୱର୍ଗ ଓ ମୋକ୍ଷ ପ୍ରଦାନକାରୀ, ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦର ସ୍ତ୍ରୀ, ଧନ ତଥା ମିତ୍ର ପ୍ରଦାୟୀ ଅଟେ ।
ଯଦି ମନୁଷ୍ୟ ଏହି ଏକାଦଶୀ ନିଷ୍ଠାର ସହିତ ପାଳନ କରେ, ତାକୁ କେବେ…