Latest Odisha News
Browsing Tag

ଅନୁପ୍ରିୟା ହେଲେ ମାଲକାନଗିରିର ପ୍ରଥମ ଆଦିବାସୀ ମହିଳା ପାଇଲଟ

ମାଲକାନଗିରି : ପାଇଲଟ ସାଜିଲେ ଓଡ଼ିଶାର ଆଦିବାସୀ ଝିଅ । ମାଲକାନଗିରି ଜିଲ୍ଲାର ଏହି ସାହସୀ ଝିଅର ନାମ ହେଉଛି ଅନୁପ୍ରିୟା ଲାକ୍ରା। ଏକ ଘରୋଇ ଏୟାର ଲାଇନ୍ସରେ ଅନୁପ୍ରିୟା କୋ-ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି । ଅନୁପ୍ରିୟାଙ୍କ ବାପା ମାରିନିୟସ୍‌ ଲାକ୍ରା ଜଣେ ଓଡ଼ିଶା ପୁଲିସର ହାବିଲଦାର…