ଦୈନିକ କେତେ ମାତ୍ରାରେ ‘ରିଫାଇନ ତେଲ’ ଖାଇବା ଉଚିତ୍ ?
ରନ୍ଧନ ତେଲରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଥାଏ। କିନ୍ତୁ ଆପଣ ଜାଣନ୍ତିକି ରନ୍ଧନ ତୈଳକୁ ଚର୍ବିର ଭଣ୍ଡାର ମଧ୍ୟ କୁହାଯାଏ। ତେଣୁ ଏହି ରନ୍ଧନ ତେଲ ଦୈନିକ କେତେ ପରିମାଣରେ ଖାଇବା ଉଚିତ୍ ସେ ସମ୍ପର୍କରେ ଆମେ ଆଲୋଚନା କରିବା ।
ଚାଟ୍-ପକୁଡି କିମ୍ବା ଭଜା ହୋଇଥିବା ମସଲାଯୁକ୍ତ ଖାଦ୍ୟ ଅତ୍ୟନ୍ତ…