ଆଉ ୧୧ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟସଂଖ୍ୟା ୫୧୪
ଭୁବନେଶ୍ୱର: କରୋନା ନେଲା ଆଉ ୧୧ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୮ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ତିନି ଜଣ ମହିଳା ଅଛନ୍ତି । ବାକି ୮ ଜଣ ପୁରୁଷ ।
ଗଞ୍ଜାମ ଜିଲ୍ଲାରୁ ୩ ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ(ଭୁବନେଶ୍ୱର) କରୋନା ନେଇଛି ଆଉ ଦୁଇ ମୁଣ୍ଡ ।…