ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ତାଳଚେର ବନ୍ଦ
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଓକିଲ ଓ ଆଇନଜୀବୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଅଭିଯୋଗ ଅନୁସାରେ, ଓକିଲ ସଂଘ ସଭାପତି ସନ୍ତୋଷ ସାହୁଭ୍କ ସହ ଅନ୍ୟ ଆଇନଜୀବୀଙ୍କ ନାଁରେ ଗତ ମାସ ୨୬ ତାରିଖରେ ଏକ ମାମଲା ହୋଇଥିଲା । ଯାହାକୁ ମିଥ୍ୟା…