୨୦୨୪ରେ ୧୨୫ ସିଟ୍ ହାତେଇବ ବିଜେଡି !
ଭୁବନେଶ୍ୱର : ପଦ୍ମପୁର ବିଜୟ ପରେ ୨୦୨୪ ପାଇଁ ଆକଳନ କରିଛି ବିଜେଡି । ବିଧାନସଭା ନିର୍ବାଚନରେ ଦଳ ପକ୍ଷରୁ ‘ମିଶନ୍ ୧୨୫’ ର ପରିକଳ୍ପନା ହୋଇଛି । ମୋଟ ୧୪୭ ଆସନରୁ ବିଜେଡି ୧୨୫ ସିଟ୍ ହାତେଇବା ନେଇ କହିଛନ୍ତି ବିଜେଡି ନେତା ସୁଶାନ୍ତ ସିଂହ ।
ବିଜେଡିର ଲୋକପ୍ରିୟତା ପଦ୍ମପୁରବାସୀ ପ୍ରମାଣ…