ଆଜି ୧୨ଘଣ୍ଟିଆ ମଦନପୁର ରାମପୁର ବନ୍ଦ
ଭବାନୀପାଟଣା:ଆଜି ୧୨ଘଣ୍ଟିଆ ମଦନପୁର ରାମପୁର ବନ୍ଦ । ଦୀର୍ଘ ୨୫ବର୍ଷ ହେଲା ଦାବି ଶୁଣୁନଥିଲେ ସରକାର । ସବଡ଼ିଭିଜନ ମାନ୍ୟତା ଦାବିରେ ବର୍ଷ ବର୍ଷ ଧରି ଆନ୍ଦୋଳନ ଚାଲୁଥିଲା । ହେଲେ ସରକାର କର୍ଣ୍ଣପାତ କରୁନଥିଲେ । ଶେଷରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର, ନର୍ଲା…