Latest Odisha News

BREAKING NEWS

Browsing Tag

13 Death

ଅଟୋ-ବସ୍ ଧକ୍କା: ଦୁର୍ଘଟଣା ନେଲା ୧୩ ଜୀବନ, ୩ ଗୁରୁତର

ଗ୍ୱାଲିଅର: ଅଶୁଭ ମଙ୍ଗଳବାର । ଦୁର୍ଘଟଣା ନେଲା ୧୩ ଜୀବନ । ଆଉ ୩ ଜଣ ଗୁରୁତର ଅଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ ଓ ବସ୍ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ପ୍ରଥମେ ୧୦ ଜଣ ପ୍ରାଣ ହରାଇଛନ୍ତି । ହସ୍ପିଟାଲ ନେବା ରାସ୍ତାରେ ଆଉ ୩ ଜଣଙ୍କର…

କୁହୁଡି ହେଲା କାଳ, ରକ୍ତରଞ୍ଜିତ ହେଲା ରାସ୍ତା, ୧୩ ଜଣଙ୍କ ଉପରେ ମାଡିବସିଲା ବୋଲଡର ବୋଝେଇ ଟ୍ରକ 

ନୂଆଦିଲ୍ଲୀ : କୁହୁଡି ଅନ୍ଧାରରେ ରକ୍ତରଞ୍ଜିତ ହେଲା ରାସ୍ତା । ୧୩ ଜଣଙ୍କ ଉପରେ ମାଡିବସିଲା ବୋଲଡର ବୋଝେଇ ଟ୍ରକ । ପଶ୍ଟିମବଙ୍ଗ ଜଳପାଇଗୁଡିରେ ଘଟିଛି ସିରିଜ ଦୁର୍ଘଟଣା । ଜଣେ କି ଦୁଇ ଜଣ ନୁହେଁ । ଧୁପଗୁରି ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକାଥରକେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ।…