କରୋନାରୁ ସୁସ୍ଥ ହେବାର ୧୪୦ ଦିନ ପରେ ଡାକ୍ତରଙ୍କ ମୃତ୍ୟୁ
ଲକ୍ଷ୍ନୌ: କରୋନାରୁ ସୁସ୍ଥ ହେବାର ୧୪୦ ଦିନ ପରେ ଅର୍ଥତ୍ ପୋଷ୍ଟ କୋଭିଡରେ ଲକ୍ଷ୍ନୌର ଜଣେ ଡାକ୍ତରଙ୍କର ମୃତ୍ୟୁ ଘଟିଛି।
ଲକ୍ଷ୍ନୌର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ର ଜଣେ ୩୧ ବର୍ଷିୟା ଡାକ୍ତର ଶାରଦା ସୁମନଙ୍କ ରବିବାର ରାତିରେ ହାଇଦ୍ରାବାଦର…