Latest Odisha News

BREAKING NEWS

Browsing Tag

15 Dead in Accident

ଟ୍ରକ ଓଲଟି ପଡ଼ିବାରୁ ୧୫ ଶ୍ରମିକଙ୍କ ଅକାଳ ବିୟୋଗ

ମୁମ୍ୱାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓଲଟିବାରୁ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ଦୁଇ ଜଣ । ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ଗତକାଲ ରାତିରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି ଟ୍ରକରେ ଯାଉଥିବା ସମସ୍ତ ଲୋକ ଶ୍ରମିକ ଶ୍ରେଣୀର । ଅମୃତଭଣ୍ଡା…