ଧାମନଗର ରାୟ: ସୂରଜ ୭୬୬୩ ଭୋଟରେ ଆଗୁଆ, ଆଉ ୩ ରାଉଣ୍ଡ ବାକି
ଧାମନଗର: ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ରାଉଣ୍ଡ ସରି ସରି ଆସୁଥିବା ବେଳେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ୧୫ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୭୬୬୩ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୬୭,୦୫୬ ଖଣ୍ଡ ଭୋଟ୍ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ…