ପୁଣି ଦେଶରେ ୨୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୭୩୨ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୮୭ହଜାର ୮୫୦କୁ ବୃଦ୍ଧି ପାଇଛି ।
ଦେଶରେ କରୋନା ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୨୧ହଜାର ୪୩୦ ସଂକ୍ରମିତ…