ଆବୁଧାବି ବିମାନବନ୍ଦର ନିକଟରେ ଡ୍ରୋନ ଷ୍ଟ୍ରାଇକ, ୨ ଭାରତୀୟ ମୃତ
ଦୁବାଇ: ଆବୁଧାବି ବିମାନବନ୍ଦର ନିକଟରେ ଡ୍ରୋନ ଷ୍ଟ୍ରାଇକ, ୨ ଭାରତୀୟ ମୃତ । ଅବୁଧାବିର ନୂଆ ଅନ୍ତାର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଡ୍ରୋନ ଷ୍ଟ୍ରାଇକରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ବୋଝେଇ ଟ୍ୟାଙ୍କର ଉପରେ ଏପରି ଆକ୍ରମଣ…