Latest Odisha News

BREAKING NEWS

Browsing Tag

2 People Died

କଂଗ୍ରେସ-ଅକାଳୀଦଳ କର୍ମୀଙ୍କ ଭିତରେ ହିଂସାକାଣ୍ଡରେ ୨ ମୃତ

ଚଣ୍ଡୀଗଡ: କଂଗ୍ରେସ- ଅକାଳୀଦଳ କର୍ମୀଙ୍କ ଭିତରେ ହିଂସାକାଣ୍ଡ । ପଞ୍ଜାବର ମୋଗା ଜିଲ୍ଲାରେ ସ୍ଥାନୀୟ ନିର୍ବାଚନ ପାଇଁ ପ୍ରଚାର କରୁଥିବା କଂଗ୍ରେସ ଓ ଅକାଳୀ ଦଳର କର୍ମୀଙ୍କ ଭିତରେ ହୋଇଥିବା ହିଂସାକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଓ ବହୁ ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଛି । ପୋଲିସର…

ଦଶାହ କାର୍ଯ୍ୟ ଚାଲିଥିବା ବେଳେ ବଜ୍ରପାତରେ ୨ ମୃତ

ଜଗତସିଂହପୁର: ଆକାଶରୁ ଛିଣ୍ଡିଲା ମୃତ୍ୟୁ । ବଜ୍ରପାତରେ ଦୁଇ ଜଣଙ୍କର ଅକାଳ ବିୟୋଗ । ଜଣେ ମୃତକଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳରେ । ଦେବୀ ନଦୀ କୂଳରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଆଜି…