ଭୁବନେଶ୍ୱରରୁ ପୁଣି ବାହାରିଲେ ୪୦୯ ପଜିଟିଭ, ମୋଟ ସଂଖ୍ୟା ୧୨ ହଜାର ପାର୍
ଭୁବନେଶ୍ୱର: ଭୁବନେଶ୍ୱରେ ବଢ଼ୁଛି କରୋନା ସଂକ୍ରମଣ । ସବୁଠାରୁ ଚିନ୍ତା ଜନକ ରହିଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଶହେରୁ ୨ଶହ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛି । ଆଜି ପୁଣି ରାଜଧାନୀରୁ ୧୬୭ ସ୍ଥାନୀୟ ସଂକ୍ରମିତଙ୍କ ସମେତ ୪୦୯ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।…