Latest Odisha News

BREAKING NEWS

Browsing Tag

5 Held For ‘Nagin Dance’

[ଦେଖନ୍ତୁ ଭିଡିଓ] ବାହାଘର ପ୍ରସେନରେ ଜୀଅନ୍ତା ନାଗ ନେଇ ନାଚିବା ପଡ଼ିଲା ମହଙ୍ଗା,୫ ଅଟକ

ମୟୁରଭଞ୍ଜ  : ବାହାଘର ପ୍ରସେନରେ ଜୀଅନ୍ତା ନାଗନାଗୁଣୀ ନେଇ ନାଚିବା ପଡ଼ିଲା ମହଙ୍ଗା। ସାପ ଖେଳାଳି ସମେତ ୫ଜଣ ଅଟକ। ତା ସହିତ ସାପକୁ ଉଦ୍ଧାର କରିଛି ବନ ବିଭାଗ। ଭଲରେ ଦେଖନ୍ତୁ ଏହି ଦୃଶ୍ୟକୁ। ଏକ ବାହାଘର ପ୍ରସେସନରେ ନିରୀହ ଜୀବମାନଙ୍କୁ ଛାଡିଲାନି ମଣିଷ। ନିଜ ଆଭିଜାତ୍ୟ ଆଉ ମନୋରଞ୍ଜନ…