ଅନ୍ଲାଇନ୍ କ୍ଲାସ୍କୁ ନେଇ ୬ ବର୍ଷ ଝିଅର ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ
ନୂଆଦିଲ୍ଲୀ: ଗତ ସପ୍ତାହରେ ସୋସିଆଲ ମିଡିଆରେ ଏକ ୬ ବର୍ଷୀୟ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରୁଥିବା ଭିଡିଓ ଭାଇରାଲ୍ ହେବାର ଦୁଇ ଦିନ ପରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସ୍କୁଲ ପିଲାମାନଙ୍କ ଉପରେ ଅନଲାଇନ୍ କ୍ଲାସର ଭାର ହ୍ରାସ କରିବାକୁ ୟୁନିଅନ ଟେରିଟୋରିର…