ମରିଗଲାଣି ମାନବିକତା; ଦୁଷ୍କର୍ମର ଶିକାର ହେଲେ ୬୦ ବର୍ଷିୟା ମହିଳା
ଭୋପାଳ: ମରିଗଲାଣି ମାନବିକତା। ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ। ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ୧୮ ବର୍ଷରୁ କମ୍ ବୟସ୍କ ୨…