ରାଜ୍ୟରେ କରୋନା ନେଲା ଆଉ ୭ ଜୀବନ, ମୃତ୍ୟୁସଂଖ୍ୟା ୪୪୮
ଭୁବନେଶ୍ୱର: ରାଜ୍ୟରେ ମୋଡୁଛି କରୋନା । ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ାଉ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ସମ୍ୱଲପୁର ଜିଲ୍ଲାର ୩ ଜଣ ଆକ୍ରାନ୍ତ ।
ସେହିପରି ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ଜିଲ୍ଲାରୁ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଭଦ୍ରକ ଓ ଭୁବନେଶ୍ୱରରେ ଜଣେ…