ଚିତୋରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ମୃତ, ଅନେକ ଆହତ
ଚିତୋରଗଡ଼: ରାଜସ୍ଥାନର ଚିତୋରଗଡ଼ରେ ଶନିବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ,ଚିତୋରଗଡ଼ ଜିଲ୍ଲାର ନିକୁମ୍ଭ ଥାନା ଅଞ୍ଚଳରେ ଏକ ଟ୍ରଲର ଏବଂ କ୍ରୃଜର ଗାଡ଼ି…