କୋଭିଡ ପଜିଟିଭ ଚିହ୍ନଟ ହେଲେ କ୍ୟାପିଟାଲ ହସ୍ପିଟାଲର ଆଉ ୮ କର୍ମଚାରୀ
ଭୁବନେଶ୍ୱର: ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ମହାମାରୀ । ବିଶେଷ ଭାବେ ଏହା ରାଜଧାନୀରେ ବଢ଼ାଇ ଚାଲିଛି କାୟା । ସାଧାରଣ ଲୋକଙ୍କ ପରେ ଏବେ ଲଗାତାର କୋଭିଡ ଯୋଦ୍ଧାଙ୍କ ସଂକ୍ରମଣ ଖବର ସମ୍ନାକୁ ଆସୁଛି ।
ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରୁ ୮ ଜଣ…