Latest Odisha News

BREAKING NEWS

Browsing Tag

Aadhaar

ଏଣିକି ଆଧାର କାର୍ଡ ଦ୍ୱାରା ପ୍ରାର୍ଥୀଙ୍କ ଚିହ୍ନଟ କରିବ ୟୁପିଏସସି

ନୂଆଦିଲ୍ଲୀ: ୟୁପିଏସସି ବର୍ତ୍ତମାନ ଆଧାର କାର୍ଡ ଦ୍ୱାରା ପ୍ରାର୍ଥୀ ଚିହ୍ନଟ କରିବ। ଏହି ସିଷ୍ଟମ୍ UPSC ର ବିଭିନ୍ନ ପରୀକ୍ଷାରେ ପ୍ରଯୁଜ୍ୟ ହେବ । ପ୍ରାରମ୍ଭରେ ଏହି ବ୍ୟବସ୍ଥା ସ୍ୱେଚ୍ଛାକୃତ ହେବ। ଏନେଇ ବୁଧବାର ଦିନ କାର୍ମିକ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ,…

ଆଧାର ଅପଡେ଼ଟ୍ ଲାଗି ୨୦,୦୦୦ ସାଧାରଣ ସେବା କେନ୍ଦ୍ରକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତର ଆଧାର ପ୍ରାଧିକରଣ (ୟୁଆଇଡ଼ିଏଆଇ) ପକ୍ଷରୁ ଦେଶରେ ଜନସାଧାରଣଙ୍କ ଆଧାର ଅପଡେ଼ଟ୍ ଲାଗି ୨୦,୦୦୦ ସାଧାରଣ ସେବା କେନ୍ଦ୍ରକୁ ଅନୁମୋଦନ କରାଯାଇଛି । ଏହି ସେବା କେନ୍ଦ୍ର ଗୁଡ଼ିକୁ ସର୍ତ୍ତମୂଳକ ଭାବେ ଅନୁମୋଦନ କରାଯାଇଥିବା ପିଟିଆଇ ସୂତ୍ରରୁ ସୂଚନା ମିଳିଛି । ଏଥିରେ…

ଆଧାର ଲିଙ୍କ ନକଲେ ବନ୍ଦ ହୋଇଯିବ ପେନସନ; ଜାଣନ୍ତୁ କେବେଠୁ

ଭୁବନେଶ୍ୱର: ଓଡିଶା ସରକାର ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନଏସପି) ଓ ମଧୁବାବୁ ପେନସନ ଯୋଜନା (ଏମବିପିୱାଇ) ଅନ୍ତର୍ଗତ ହିତାଧିକାରୀ ମାନେ ଯେପରି ମାର୍ଚ୍ଚ ୧୫ ସୁଦ୍ଧା ନିଜର ଆଧାର ସଂଯୋଗ ସମ୍ପୂର୍ଣ୍ଣ କରନ୍ତି, ସେନେଇ ଜିଲ୍ଲାପାଳଙ୍କୁ ପୁଣିଥରେ ମନେପକାଇ ତାଗିଦ କରିଛନ୍ତି ।…

ଭାରତର ୧୨୫ କୋଟି ଲୋକଙ୍କ ପାଖରେ ରହିଛି ଆଧାର କାର୍ଡ

ନୂଆଦିଲ୍ଲୀ: ବର୍ଷ ୨୦୧୯ର ଶେଷରେ ଆଧାର ତିଆରିରେ ନୂଆ ଉପଲବ୍ଧି ଆସିଛି | ଏବେ ଭାରତର ୧୨୫ କୋଟି ଲୋକ ନିଜର ଆଧାର ତିଆରି କରିସାରିଲେଣି | ଏଥିରେ ଛୁଆ, ବୃଦ୍ଧବୃଦ୍ଧା ଓ ଯୁବକ ସାମିଲ ଅଛନ୍ତି | ୟୁନିକ ଆଇଡେଣ୍ଟି ଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଘୋଷଣା କରିଛି ଯେ ୧.୨୫ ବିଲିଅନ…

ସମସ୍ତ ଜନହିତକର ଯୋଜନାରେ ଆଧାର ଲିଙ୍କ୍ କରିବେ ଓଡିଶା ସରକାର !

ଭୁବନେଶ୍ୱର: ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ତଥା ଯୋଜନାର ପରିଚାଳନାକୁ ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବା ପାଇଁ ଏବେ ଓଡିଶା ସରକାର ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ପାଇଁ ଯୋଜନା କରୁଛନ୍ତି । ଏନେଇ ସ୍ୱତନ୍ତ୍ର ସଚିବ, ଅର୍ଥ, ପିକେ ବିଶ୍ୱାଳ, ଅତିରିକ୍ତ ମୁଖ୍ୟ ସଚିବ ଏବଂ ସମସ୍ତ…