ମାର୍ଚ୍ଚ ୩୧ ଯାଏଁ ବଢିଲା ଆଧାର ସହ ପାନ କାର୍ଡ ଲିଙ୍କ୍ ଅବଧି
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର କାର୍ଡ ସହ ପାନ ଲିଙ୍କ କରିବା ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି । ଏହି ଅବଧି ଆସନ୍ତା ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ଯାଏଁ ବଢିବା ଫଳରେ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ୱସ୍ଥୀ ମିଳିଛି ।
ଏହି ଲିଙ୍କ୍ କରିବାର ଶେଷ ତାରିଖ ପୂର୍ବରୁ…