ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠାରୁ ବଡ କାର୍ଗୋ ବିମାନ ‘ବେଲୁଗା’
ହାଇଦ୍ରାବାଦ:ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠାରୁ ବଡ କାର୍ଗୋ ବିମାନ ବେଲୁଗା । ମଙ୍ଗଳାବର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରେ ଓହ୍ଲାଇଛି ଏହି କାର୍ଗୋ ବିମାନ ।
ଏୟାରବସ୍ ବେଲୁଗା ଏଭଳି ଏକ କାର୍ଗୋ ବିମାନ ଯାହା ଦେଖିବାକୁ ଏକ ବଡ ହ୍ୱିଲ ମାଛ ପରି ।…