Latest Odisha News

BREAKING NEWS

Browsing Tag

Aam Aadmi Party

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗୃହବନ୍ଦୀ, ଅଭିଯୋଗ ଆଣିଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଅଭିଯୋଗ ଆଣିଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅପବିନ୍ଦ କେଜ୍ରିଓ୍ୱାଲଙ୍କୁ ଗୃହବନ୍ଦୀରେ ରଖାଯାଇଛି । କେନ୍ଦ୍ରୀୟ ପୁଲିସ୍‌ ବାହିନୀ‌ ତାଙ୍କୁ ଗୃହବନ୍ଦୀ କରି ରଖିଛି । ସେ ନିଜ ବାସ ଭବନରେ ଅଟକ ଅଛନ୍ତି । ଟ୍ୱିଟ୍‌ କରି ଏହି ସୂଚନା ଦେଇଛି ଆମ୍‌ ଆଦମୀ ପାର୍ଟି । ଦଳ…

କେଜ୍ରିୱାଲ୍ ସରକାରଙ୍କ ଉଦ୍ୟମକୁ ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ: ଗୋଆ ଆପ୍

ପଣଜି: ଜାତୀୟ ରାଜଧାନୀ ଦିଲ୍ଲୀ ରେ କୋଭିଡ ନିୟନ୍ତ୍ରଣର କ୍ରେଡ଼ିଟ କେନ୍ଦ୍ର ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମିଳିବା ପରେ ଏହାର ଉତ୍ତର ରଖିଛି ଗୋଆ ଆପ୍ । ଶନିବାର ଦିନ ଗୋଆରେ ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୁରେନ ତିଲଭେ କହିଛନ୍ତି ଯେ ଦିଲ୍ଲୀ ମଡେଲ କୁ ନେଇ  ଗୋଆ…