ପାଇକମାନେ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ
ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ପରିସରରେ "ଓଡ଼ିଶାରେ ପାଇକ ବିଦ୍ରୋହ" ଶୀର୍ଷକରେ ଏକ ସମ୍ପାନ ଅଭିଲେଖ ସପ୍ତାହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ମିଶ୍ର ମୁଖବକ୍ତା ଭାବରେ , ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପାଇକମାନେ ରାଷ୍ଟ୍ର…