Latest Odisha News

BREAKING NEWS

Browsing Tag

Abudhabi Embassy Advice

UAE ରାସ୍ତାରେ ସାଉଦୀ-କ୍ୱେତ ଯିବାକୁ ବାରଣ କଲେ ଭାରତୀୟ ଦୂତାବାସ

ଆବୁଧାବୀ: ୟୁଏଇ ରାସ୍ତାରେ ଭାରତୀୟଙ୍କୁ ସାଉଦୀ ଓ କ୍ୱେତ୍‌ ନଯିବା ଲାଗି ପରାମର୍ଶ ଦିଆଯାଇଛି । ଆବୁଧାବୀ ସ୍ଥିତ ଭାରତୀୟ ଦୂତାବାସ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏପରି ପରାମର୍ଶ ଦେଇଛନ୍ତି । ଏନେଇ ଦୂତାବାସ ପକ୍ଷରୁ ନୂଆ ଆଡଭାଇଜରୀ ମଧ୍ୟ ଜାରି ହୋଇଛି । ଯେଉଁଥିରୁ ଭାରତରୁ କୌଣସି ଦେଶକୁ…