Latest Odisha News
Browsing Tag

Accident at bangiriposhi 15 injured

ବାଙ୍ଗିରିପୋଷି ଦ୍ବାରସୁଣି ଘାଟିରେ ସିରିଜ ଦୁର୍ଘଟଣା, ୧୫ରୁ ଅଧିକ ଗୁରୁତର

ମୟୂରଭଞ୍ଜ : ବାଙ୍ଗିରିପୋଷି ଦ୍ବାରସୁଣି ଘାଟିରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା । ଏକ ଟ୍ରକ ଭାରସାମ୍ୟ ହରାଇ ୭ଟି ଗାଡିକୁ ଧକ୍କା ଦେଇଛି । ପରେ ଘାଟିରେ ଓଲଟି ପଡିଥିଲା ଟ୍ରକ୍ । ଦୁର୍ଘଟଣାରେ ୧୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଏକ ଲୁହା ପଥର ବୋଝେଇ ଟ୍ରକ ଯୋଡ଼ାରୁ…