ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ
ନୂଆଦିଲ୍ଲୀ: ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ। ପରାଗ ଶାହା ନାମକ ଜଣେ ଡାକ୍ତରଙ୍କ ଅଭିଯୋଗ ଆସିବା ପରେ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି। ବିବାଦୀୟ ବିବୃତ୍ତି ପାଇଁ ଅନେକ ଥର ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି।
ଅହମ୍ମଦାବାଦରେ ସୋସାଇଟି ସଦସ୍ୟ…