ପୁରୀରେ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଡକାଯିବ ଟେଣ୍ଡର
ପୁରୀ: ଖୁବଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ । ଏଥିପାଇଁ ଟେଣ୍ଡର ଡକାଯିବା ପରେ ଭୂମିପୂଜନ କରାଯାଇ ଗୁରୁକୂଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସମୁଦାୟ ୩୨ ଏକର ଜମିରେ ଏକାଡେମିକ ଭବନ, ଯଜ୍ଞ ଶାଳା, ଖେଳ ପଡ଼ିଆ, ହଷ୍ଟେଲ ଆଦି ନିର୍ମାଣ କରାଯିବ ।…