ଦର୍ଶକଙ୍କ ମନ ମୋହୁଛି ଛତିଆ ବାଲିଯାତ୍ରାରେ ଅଘୋରି ନୃତ୍ୟ
ଚଣ୍ଡିଖୋଲ : ସୋଲାର ଛତିଆ ଅଞ୍ଚଳରେ ଜମୁଛି ବାଲିଯାତ୍ରା । ୨ ବର୍ଷର କରୋନା କଟକଣା ପରେ ଏଥର ଝଲସୁଛି ଏହି ବାଲିଯାତ୍ରା । ରଙ୍ଗାରଙ୍ଗ ଆଲୋକ ସାଙ୍ଗକୁ ଗୀତ ନାଚରେ ଝୁମୁଛନ୍ତି ଦର୍ଶକ । ବିଶେଷ କରି ଏହି ଯାତ୍ରାରେ ଲୋକଙ୍କ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଅଘୋରୀ ନୃତ୍ୟ । ଏହି…