ଦିଆସିଲି କାଠିରେ ଯୁଦ୍ଧ ବିମାନ ନିର୍ମାଣ
ପୁରୀ: ଆଜି ଦେଶ ପାଳୁଛି ନ୍ୟାସନାଲ୍ ଏୟାର ଫୋର୍ସ ଡେ । ଏହି ଅବସରରେ ପୁରୀର ଜଣେ ଯୁବ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ବାୟୁସେନା ଯୁଦ୍ଧ ବିମାନ । ନିଆରା ଢଙ୍ଗରେ ବାୟୁସେନା ଦିବସ ପାଳନର ବାର୍ତ୍ତା ଦେଇଛନ୍ତି ।
ଶାଶ୍ୱତ ୧୩ଶହ ୬୦ଟି ଡିଆସିଲି କାଠିରେ…