ଡିବ୍ରୁଗଡ଼ରୁ ପଶିଘାଟ ଉଡ଼ିଲା ଡର୍ଣ୍ଣିଅର-୨୨୮, ଖୁବ୍ ଶୀଘ୍ର ସଂପୂର୍ଣ୍ଣ ଉତ୍ତର-ପୂର୍ବକୁ ବିମାନ ସେବା : ଉଷା ପାଢ଼ୀ
ନୂଆଦିଲ୍ଲୀ: ଡର୍ଣ୍ଣିଅର-୨୨୮ ଉତ୍ତର-ପୂର୍ବ ଭାରତକୁ ସମତଳ ସହ ଯୋଡ଼ିବାରେ ବଡ଼ ଭୂମିକା ନେବ । ଉଡ଼ାନ ଯୋଜନାରେ ଉତ୍ତର-ପୂର୍ବ ଅଞ୍ଚଳକୁ ପ୍ରାଥମିକତା ଦିଆଯାଉଛି । ମଙ୍ଗଳବାର ଉତ୍ତର-ପୂର୍ବକୁ ଆରମ୍ଭ ହୋଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଡର୍ଣ୍ଣିଅର-୨୨୮ ଉଡ଼ାଜାହାଜର ଉଦଘାଟନ…