ସ୍ପାଇସଜେଟ୍ ଅଧ୍ୟକ୍ଷଙ୍କ ବିରୋଧରେ ଠକେଇ ଅଭିଯୋଗ; ମାନହାନି ମକଦ୍ଦମା କରିବ ବିମାନ କମ୍ପାନୀ
ଗୁରୁଗ୍ରାମ: ସ୍ପାଇସଜେଟ କମ୍ପାନୀର ଚେୟାରମ୍ୟାନ ଅଜୟ ସିଂଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି । ସୋମବାର ଗୁରୁଗ୍ରାମ ପୋଲିସରେ ଠକେଇ ଅଭିଯୋଗ ଆଧାରରେ ଅଜୟଙ୍କ ବିରୋଧରେ ଏତଲା ରୁଜୁ କରିଛି ।
ଅମିତ ଅରୋରା ନାମକ ମଦ ବ୍ୟବସାୟୀ ଅଜୟଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି । ଅଜୟ…