ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ; ସାମ୍ବାଦିକଙ୍କୁ ଚା’ ପିଆଇ ଚର୍ଚ୍ଚାରେ ପତ୍ନୀ ଅକ୍ସତା ମୂର୍ତ୍ତି
ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ । ସମର୍ଥନ ଜୁଟାଇବାରେ ସେ ଲାଗିପଡ଼ିଛନ୍ତି । ଏକା ସାଙ୍ଗେ କନଜରଭେଟିଭ ଦଳର ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏ ସକାଶେ ବିଭିନ୍ନ ନେତାଙ୍କୁ ଭେଟିବା ସହ ବିଭିନ୍ନ ମହଲର ସହଯୋଗଡ଼ ଲୋଡୁଛନ୍ତି…