ହେଲଥକାର୍ଡ ବଣ୍ଟନକୁ ଘରୋଇ ହସ୍ପିଟାଲ୍ ସଂଘର ବିରୋଧ
ପୁରୀ: ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହେଲଥକାର୍ଡ ବଣ୍ଟନ କରୁଛନ୍ତି । ଏହି ଯୋଜନାରେ ସବୁ ଜିଲ୍ଲା ଯୋଡ଼ିବାକୁ ସରକାର ଯୋଜନା ରଖିଛନ୍ତି । ହେଲେ ଯୋଜନାରେ ଲୋକେ କେତେ ଉପକୃତ ହେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଯୋଜନାରେ ଆଉ ରୋଗୀଙ୍କୁ ସୁବିଧା ଯୋଗାଇବା…