ନିବେଶକଙ୍କ ଭରସା ଜିତୁଛି ଅଦାନି ଗ୍ରୁପ; ଧାର୍ଯ୍ୟ ସମୟ ପୂର୍ବରୁ ସୁଝିଲା ୨.୬୫ ଅରବ ଡଲାର ଋଣ
ନୂ୍ଆଦିଲ୍ଲୀ: ଅଦାନି ଗ୍ରୁପ ତା’ ନିବେଶକଙ୍କ ଭରସା ଜିତିବା ପାଇଁ ନେଇଛି ବଡ ପଦକ୍ଷେପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଅଦାନି ଗ୍ରୁପ ୨.୬୫ ଅରବ ଡଲାର ଋଣ ଶୁଝିବାରେ ସଫଳ ହୋଇଛି । ଏଥିପାଇଁ ଗ୍ରୁପ ଅମ୍ବୁଜା ସିମେଣ୍ଟ ଲିମେଟେଡ ନିଜର ୪ରୁ ୫ ପ୍ରତିଶତ ଅଂଶଧନ ବିକ୍ରି କରିପାରେ ।…