ଦିବ୍ୟାଙ୍ଗଜନଙ୍କ ପାଇଁ ଅମ୍ବୁଲିଫ୍ଟ; ବିମାନକୁ ଚଢ଼ିବାରେ ଆଉ ହେବନି ଅସୁବିଧା
ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ଦିବ୍ୟାଙ୍ଗଜନଙ୍କ ସୁବିଧା ପାଇଁ ଦେଶରେ ଆରମ୍ଭ ହୋଇଛି ଅମ୍ବୁଲିଫ୍ଟ ସେବା । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦେଶରେ ୧୪ଟି ବିମାନ ବନ୍ଦରରେ ଏହି ବ୍ୟବସ୍ଥା କରିଛି । ଅମ୍ବୁଲିଫ୍ଟ ଦ୍ୱାରା ବିମାନକୁ ହ୍ୱିଲ ଚେୟାର, ଷ୍ଟ୍ରେଚର ଆଦି ସହଜରେ ଉଠି ପାରିବ ।…