Latest Odisha News
Browsing Tag

Amit Saha

କରୋନା ମୁକାବିଲା ପାଇଁ ସଜାଗ ଅଛନ୍ତି କେନ୍ଦ୍ର ସରକାର: ଅମିତ ଶାହା

ନୂଆଦିଲ୍ଲୀ: କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ଦେଶରେ ବର୍ତମାନ ଗୋଷ୍ଠୀ ସଂକ୍ରମଣର ସ୍ଥିତି ନାହିଁ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀର କରୋନା ସ୍ଥିତିସମ୍ପର୍କରେ ଗୃହମନ୍ତ୍ରୀ…

‘ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ, ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ’

ନୂଆଦିଲ୍ଲୀ: କରୋନା କଟକଣା ପାଳନ କରି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ଲାଗି ଆଜି ସୁପ୍ରିମକୋର୍ଟ ଅନୁମତି ଦେବାପରେ ସବୁଆଡ଼େ ଆନନ୍ଦ ପ୍ରକାଶ ପାଇଛି । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା । ଟ୍ଵିଟ କରି ଶାହା ଲେଖିଛନ୍ତି ଯେ ଆଜି ଆମ…

ପୁରୀ ଗଜପତିଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

ପୁରୀ: ରଥଯାତ୍ରା ନେଇ ଆଶା ଆଶଙ୍କା ଭିତରେ ଆଜି ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଫୋନରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଶାହା ରଥଯାତ୍ରା ସମ୍ପର୍କରେ କଥା ହୋଇଥିବା ସୂଚନା ମିଳିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି…

ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ନୂଆ ରଣନୀତି

ଦିଲ୍ଲୀ: ପ୍ରତିଦିନ ସାମନାକୁ ଆସୁଛି ହଜାର ହଜାର କରୋନା କେସ୍ । ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ନୂଆ ଏଜେଣ୍ଡା । ଫୋକସରେ କଣ୍ଟେନମେଣ୍ଟ ଜୋନ୍ । କୋଭିଡ୍ କଣ୍ଟେନମେଣ୍ଟ ରଣନୀତି ପାଇଁ ଡକ୍ଟର ଭି. କେ. ପଲ୍ କମିଟି ରିପୋର୍ଟ ପ୍ରସ୍ତୁତ କରିଛି । ନୂଆ ରଣନୀତି ଅନୁସାରେ କଣ୍ଟେନମେଣ୍ଟ ଜୋନ୍…