Latest Odisha News
Browsing Tag

amritsar

ବେଆଇନ ବାଣ କାରଖାନାରେ ବିସ୍ଫୋରଣ, ୭ ଆହତ

ନୂଆଦିଲ୍ଲୀ: ଅମୃତସରରେ ଏକ ଭଡା ଘରେ ଚାଲୁଥିବା ବେଆଇନ ବାଣ କାରଖାନାରେ ହୋଇଥିବା ବିସ୍ଫୋରଣରେ ୭ ଜଣ ଆହତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଅମୃତସର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଜାଣ୍ଡିଆଲା ସହରର ନାଗାଲ ଗୁରୁ ଗ୍ରାମରେ ଏହି ଘଟଣା ଘଟିଥିଲା। ବାଣ ତିଆରି ପାଇଁ ବ୍ୟବହୃତ…

ଅମୃତସରରେ ଏନଆରଆଇଙ୍କ ଘରେ ପଶି ଗୁଳିମାଡ କଲେ ଦୁର୍ବୁତ୍ତ

ଅମୃତସର: ଆମେରିକାରୁ ଫେରିଥିବା ଜଣେ ଭାରତୀୟ (ଏନଆରଆଇ)ଙ୍କ ବାସଭବନରେ ପଶି ଗୁଳିମାଡ କରିଛନ୍ତି ଦୁଇ ବନ୍ଧୁକଧାରୀ ବ୍ୟକ୍ତି। ପଞ୍ଜାବର ଅମୃତସରର ଡାବୁରଜୀ ଅଞ୍ଚଳରେ ଘଟିଥିବା ଏହି ଘଟଣାର ପୂରା ଭିଡିଓ ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁଯାୟୀ, ନିକଟରେ ଆମେରିକାରୁ ଫେରିଥିଲେ ସୁଖଚେନ…