ମହାନାଟକର ଗୋପନ ଅଧ୍ୟାୟ
ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ 'ଅନନ୍ୟ ଶଙ୍ଖକ୍ଷେତ୍ର'
ମହାପ୍ରଭୁଙ୍କ ମହାନାଟକର ପରବର୍ତ୍ତୀ ଦୃଶ୍ୟ ଆରମ୍ଭ ହୁଏ ଗୁପ୍ତ ଅଲୌକିକ ଲୀଳା ଅଣସର ନାମରେ । ଅଲୌକିକତାରୁ ଲୌକିକତାର ଶ୍ରେଷ୍ଠ ନିଦର୍ଶନ - ଅଣସର । ସେତେବେଳେ ତ୍ରିଭୂବନ ପାଳନକର୍ତ୍ତା ଜ୍ୱରରେ ପୀଡ଼ିତ ହୁଅନ୍ତି! ଶୁଣାଯାଏ…