Latest Odisha News

BREAKING NEWS

ମହାନାଟକର ଅନ୍ତିମ ଅଧ୍ୟାୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ‘ଅନନ୍ୟ ଶଙ୍ଖକ୍ଷେତ୍ର’ ଶ୍ରୀଗୁଣ୍ଡିଚା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଔଦାର୍ଯ୍ୟ-ଲୀଳାର ସଫଳ ସମ୍ବତ୍ସର ତଥା ମାଧୁର୍ଯ୍ୟ-ଲୀଳାର ମଞ୍ଜୁଳ ମହୋତ୍ସବ । ବାହୁଡ଼ା ପରଦିନ ଏକାଦଶୀ ତିଥିରେ ରଥ ଉପରେ ହୁଏ ଐଶ୍ୱର୍ଯ୍ୟ-ଲୀଳାର ଶ୍ରେଷ୍ଠ ପ୍ରଦର୍ଶନ- ସୁନାବେଶ…

ମହାନାଟକର ମଧ୍ୟପର୍ବ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ‘ଅନନ୍ୟ ଶଙ୍ଖକ୍ଷେତ୍ର’ ସ୍ନାନ ପୂର୍ଣ୍ଣମୀଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅଣସର କାଳ ଦୀର୍ଘ ତେର ଦିନର ଭକ୍ତ ଓ ଭଗବାନଙ୍କ ବିଚ୍ଛେଦର ଅନ୍ତ ଘଟେ । ଉଭା ଅମାବାସ୍ୟାରେ ସେ ରଥାରୂଢ଼ ହେବା ପାଇଁ ପ୍ରସ୍ତୁତ ବୋଲି ସଙ୍କେତ ଦିଅନ୍ତି । ତା’ପରେ ସେନାପଟା…

ମହାନାଟକର ଗୋପନ ଅଧ୍ୟାୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ 'ଅନନ୍ୟ ଶଙ୍ଖକ୍ଷେତ୍ର' ମହାପ୍ରଭୁଙ୍କ ମହାନାଟକର ପରବର୍ତ୍ତୀ ଦୃଶ୍ୟ ଆରମ୍ଭ ହୁଏ ଗୁପ୍ତ ଅଲୌକିକ ଲୀଳା ଅଣସର ନାମରେ । ଅଲୌକିକତାରୁ ଲୌକିକତାର ଶ୍ରେଷ୍ଠ ନିଦର୍ଶନ - ଅଣସର । ସେତେବେଳେ ତ୍ରିଭୂବନ ପାଳନକର୍ତ୍ତା ଜ୍ୱରରେ ପୀଡ଼ିତ ହୁଅନ୍ତି! ଶୁଣାଯାଏ…

ମହାନାଟକର ଆଦ୍ୟ-ପର୍ବ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିରରେ ପୂଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ଯାତ୍ରାରେ ଅନୁପାଳିତ ନୀତିକାନ୍ତିକୁ ଅନୁଧ୍ୟାନ କଲେ ଏହା ମହାପ୍ରଭୁଙ୍କ ଦ୍ୱାରା ରଚିତ ମହାନାଟକ ବୋଲି କୁହାଯାଇପାରେ । ସେ ନାଟକରେ ସ୍ୱୟଂ ମହାପ୍ରଭୁ ମହାନାୟକ…

ଚକ ଯା’ ଗଡ଼ି ଯା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀଜୀଉମାନଙ୍କ ଯାତ୍ରା ନିମନ୍ତେ ଉଦ୍ଦିଷ୍ଟ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ନାମରେ ଅନୁସୃଜିତ ତିନିଗୋଟି ସୁଦୃଶ୍ୟ ରଥ ମୁଖ୍ୟ ଆକର୍ଷଣ ଭାବେ ପରିଗଣିତ ।…

ଶ୍ରୀମନ୍ଦିରର ଜଗମୋହନ ବା ମୁଖଶାଳା (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ରେଖ ଦେଉଳ ଶୈଳୀରେ ନିର୍ମିତ ବିମାନର ପୂର୍ବ ଦିଗରେ ସଂଯୁକ୍ତ ପୀଢ଼ ଦେଉଳ ଜଗମୋହନ ନାମରେ ଖ୍ୟାତ । ବିମାନ ସହିତ ଏହା ଶ୍ରୀବତ୍ସଖଣ୍ଡଶାଳର ମୁଖ୍ୟ ଅଂଶ ଭାବରେ ବିଦିତ । କାବ୍ୟ କଳ୍ପନାରେ ଏହାକୁ ମହାଲକ୍ଷ୍ମୀ, ନାରାୟଣଙ୍କ…

ଦେଉଳ ଦେହରେ ଦେବଦାସୀ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିର ବିମାନ ବାଡ଼ରେ ସୁରସୁନ୍ଦରୀ : ବିମାନ ବାଡ଼ର ଉପରଜଜଙ୍ଘାରେ ଅତୀବ ସୁଲଳିତ ନାରୀ ମୂର୍ତ୍ତିମାନ ସଂଯୋଜିତ ହୋଇ ସାମଗ୍ରିକ ଭାବରେ ଆମର ପାରମ୍ପରିକ ଭାସ୍କର୍ଯ୍ୟର ଜୟଗାନ କରୁଛନ୍ତି । ବିମାନର ଚତୁଃପାଶ୍ୱର୍ରେ ଠିକ୍…

ଶ୍ରୀକ୍ଷେତ୍ରରେ ଦୂର୍ଗାମାଧବ ଉପାସନା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀକ୍ଷେତ୍ରରେ ଶକ୍ତିସ୍ୱରୂପିଣୀ ମା’ ବିମଳାଙ୍କ ପୀଠରେ ଆଶ୍ୱିନ ମୂଳାଷ୍ଟମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଶାରଦୀୟ ଦୂର୍ଗୋତ୍ସବ ଅନୁଷ୍ଠିତ ହୋଇଥାଏ । ମା’ ବିମଳାଙ୍କ ପ୍ରତିଷ୍ଠା, ମହିମା, ରହସ୍ୟମୟ ପୂଜାପଦ୍ଧତି…

ଚୈତ୍ୟ-ଗବାକ୍ଷ ତଥା ବଜ୍ରମସ୍ତକ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିର ଗଣ୍ଡିରେ ଥିବା ଚୈତ୍ୟ-ଗବାକ୍ଷ ବା ବଜ୍ରମସ୍ତକର ସ୍ଥାପତ୍ୟିକ ବିନ୍ୟାସରେ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ରୂପର ଅନନ୍ୟ ସଂଯୋଜନାର ସଠିକ୍‌ ତାତ୍ତ୍ୱିକ ସମୀକ୍ଷା କରାଯାଇନାହିଁ କାରଣ ଶ୍ରୀଜଗନ୍ନାଥ ମନ୍ଦିରର ବିମାନ…

ଚୈତ୍ୟ-ଗବାକ୍ଷ ତଥା ବଜ୍ରମସ୍ତକ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିର ସ୍ଥାପତ୍ୟରେ ଅଳଙ୍କରଣ ପର୍ଯ୍ୟାଲୋଚନାରେ ଏକ ମହତ୍ୱପୂର୍ଣ୍ଣ ଉପାଦାନ ହେଉଛି ଚୈତ୍ୟ-ଗବାକ୍ଷ । ଦେଉଳର ଗଣ୍ଡିରେ ଅଙ୍ଗଶିଖର ଭଳି ଏହି ଚୈତ୍ୟ-ଗବାକ୍ଷଗୁଡ଼ିକ ବିଭିନ୍ନ ଆକୃତିରେ ଆମୂଳାନ୍ତ ବହୁଳ ଭାବେ ସଜ୍ଜିତ…