Latest Odisha News

BREAKING NEWS

Browsing Tag

Anasuya Panda

ବିଲେଇ ଖାଇଗଲେ ମୁରୁଜ

ଅନସୂୟା ପଣ୍ଡାଙ୍କ ସ୍ମୃତିର ଫରୁଆରୁ ……  ସମୟ ଅପରାହ୍ନ ସାଢେ ତିନିଟା ହେବ l ଅନ୍ୟ ଦିନ ପରି ମୁଁ କେଉଁ ଇଂରାଜୀ ମୋଟି ଭେଶନାଲ ବହି ପଢି କି ହିନ୍ଦୀ ଚଳଚ୍ଚିତ୍ର ଦେଖିବାରେ ବ୍ୟସ୍ତ ନରହି, ଶୀତ ଦିନର ଝାପସା ଖରାକୁ ସରିଯିବା ଆଗରୁ ବାଲକୋନୀରେ ଠିଆ ହୋଇ ନିଜ ଭିତରେ ସାଉଁଟୁ ସାଉଁଟୁ…

କବିତା : ନିତି ଶିଖାଉଥିଲା

ଅନସୂୟା ପଣ୍ଡା  ମୁଁ ଚାହୁଁ ଥିବାପରି, ଉଡିବାକୁ ଚିନ୍ତା ଶୂନ୍ୟ ଆକାଶ, ଜିଇଁବାକୁ ନିବିଡ଼ ଆଶ୍ୱାସନାର ଧରା, ସଜାଇବାକୁ ତାରା ଫୁଲର ଚାନ୍ଦୁଆ, ମନ ଭୁଲାଇବାକୁ ଶୀତଳ ରୁପା ଜହ୍ନର ବିଞ୍ଚଣା, ଘୋଡେଇ ହେଉଥିବା ଉଷୁମ ଖରାର ଚାଦର, ମୋ ଠାରୁ ଛଡାଇ ନେଇ ଯିବାପରେ, ମୁଁ ମୋର ସବୁ ଇଛା,…

କବିତା : ଓଢଣା ତଳୁ ମୁହଁଟି ଖୁବ ସୁନ୍ଦର ଦିଶେ

ଅନସୂୟା ପଣ୍ଡା  ତତେ ବହୁତ କିଛି ଜାଣିବାର ଅଛି, ତୁ ଯେମିତି ଜାଣୁ, ଯେମିତି ବୁଝୁ, ଏ ସବୁ ଯାହା ଚାଲିଛି, ତାହା ସେମିତି ନୁହେଁ l କେଉଁଠି କଷ୍ଟ ହେଲେବି ମୁହଁରେ କୃତ୍ରିମ ହସ ଫୁଟlଇ ବାକୁ ପଡିବ, କେଉଁଠି ହସ ଲାଗିଲେ ବି ଗମ୍ଭୀର୍ଯ୍ୟର ଚାହାଣି, ଏ ସବୁ ସାମନା ଵାଲାକୁ କାବୁ…