Latest Odisha News

BREAKING NEWS

Browsing Tag

And Eats The Offerings

ମନ୍ଦିର ଆସୁଛନ୍ତି, ଆଳତିରେ ସାମିଲ ହୋଇ ଭକ୍ତ ହାତରୁ ପ୍ରସାଦ ଖାଉଛନ୍ତି ଭାଲୁ

ନୂଆପଡା: ଜଙ୍ଗଲି ଭାଲୁ ଯିଏ ଏକ ପ୍ରକାର ପୋଷା ଜନ୍ତୁ ପାଲଟି ଗଲେଣି। ନୂଆପଡା ରେଞ୍ଜ ସାଲିହା କଣାଭଏଁରା ଜଙ୍ଗଲ ଭିତରେ ଥିବା ରାମ ଜାନକୀ ମନ୍ଦିର ନିକଟରେ ୩ଟି ଜଙ୍ଗଲି ଭାଲୁ ମନ୍ଦିରକୁ ଆସିବା ସହ ଆଳତିରେ ସାମିଲ ହେଉଛନ୍ତି । ଭକ୍ତଙ୍କ ହାତରୁ ପ୍ରସାଦ ମଧ୍ୟ ଖାଉଛନ୍ତି। ଲାଗୁଛି ସତେ ଯେମିତି…