ଦେଶରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ପଶୁ ଅପରାଧର ଶିକାର ହୋଇଛନ୍ତି
ନୂଆଦିଲ୍ଲୀ: ଭାରତରେ ପଶୁମାନଙ୍କ ପ୍ରତି ହେଉଥିବା ହିଂସା ବିଷୟରେ ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୧୦ ରୁ ୨୦୨୦ ମଧ୍ୟରେ ପ୍ରାୟ ୫ ଲକ୍ଷ ପ୍ରାଣୀ ଅପରାଧର ଶିକାର ହୋଇଛନ୍ତି।
ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆନିମଲ୍ ପ୍ରୋଟେକସନ୍ ଅର୍ଗାନାଇଜେସନ୍ସ (FIAPO) ଏବଂ ଅଲ୍ କ୍ରିଏଟିଭ୍ ଗ୍ରେଟ୍ ଆଣ୍ଡ…