ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଘଟଣା, କ୍ଷମା ମାଗିଲେ ୟୁଟ୍ୟୁବର ଅନିମେଶ
ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଘଟଣା । ହାଡଯୋଡ଼ି କ୍ଷମା ମାଗିଲେ ୟୁଟ୍ୟବର ଅନିମେଶ । ସୂଚନା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲେ ୟୁଟ୍ୟବର ଅନିମେଶ । ଆଉ ନିଜ ୟୁଟ୍ୟୁବ ଆକାଉଣ୍ଟରେ ଶ୍ରୀମନ୍ଦିର ଭିଡିଓ ଅପଲୋଡ କରିଥିଲେ । ଯାହାକୁ ନେଇ ବିବାଦ…