ପୁଣି ରେକର୍ଡ କଲା ଭାରତ; ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟିକାକରଣ
ନୂଆଦିଲ୍ଲୀ: ପୁଣି ଥରେ ରେକର୍ଡ କଲା ଭାରତ। ସମଗ୍ର ଦେଶରେ ୧ କୋଟିରୁ ଅଧିକ କୋଭିଡ୍ ଟିକା ଦେଇ ଭାରତ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଜାନୁଆରୀ ୧୬ ରେ ଜନ ଟିକାକରଣ ଅଭିଯାନ ଆରମ୍ଭରୁ ଗୋଟିଏ ଦିନରେ ଭାରତ ଏହି ସର୍ବାଧିକ ସଂଖ୍ୟା ହାସଲ କରିଛି।
ମଙ୍ଗଳବାର ଦିନ ୭ ଟା ପର୍ଯ୍ୟନ୍ତ…