ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ଆନ୍ଦୋଳନ ଅଧିକାର ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସବୁ ସମୟରେ ଯେ କୌଣସି ସ୍ଥାନରେ ଆନ୍ଦୋଳନ ଅଧିକାର ଦିଆଯାଇ ପାରିବ ନାହିଁ । ସାହିନବାଗରେ ସଂଶୋଧିତ ନାଗରିକ ଆଇନକୁ ନେଇ ହୋଇଥିବା ପ୍ରତିବାଦ ସମ୍ପର୍କିତ ପୁନଃ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି ।
ସାହିନବାଗରେ ସଂଶୋଧିତ ନାଗରିକ ଆଇନ୍ ହୁଏତ…