Latest Odisha News

BREAKING NEWS

Browsing Tag

Anti-Naxal Operation

ମାଲକାନଗିରି ତୁଳସୀ ପାହାଡ଼ରେ ନକ୍ସଲ ଅପରେସନ୍ ସାରି ଫେରିଲେ ଯବାନ

ମାଲକାନଗିରି: ମାଓ ବିରୋଧୀ ଅପରେସନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । କମ୍ବିଂ ଶେଷ କରି ୩ ମାଓବାଦୀଙ୍କ ମୃତଦେହ ଓ ମାଓ ସାମଗ୍ରୀ ସହ ଫେରିଛନ୍ତି ଅପରେସନରେ ସାମିଲ ଯବାନ । ଗତକାଲି ମାଲକାନଗିରି ଜିଲ୍ଲା ତୁଳସୀ ରେଞ୍ଜରେ ମୁହାଁମୁହିଁ…

ମାଲକାନଗିରି ତୁଳସୀ ପାହାଡ଼ ଏନକାଣ୍ଟର: ଟଳିଲେ ୩ ମାଓବାଦୀ

ମାଲକାନଗିରି: ସୁପକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ଅପରେସନରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାଥିଲି ଥାନା ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଘମାସାନ ଲଢ଼େଇ ହୋଇଛି । ପୋଲିସ ଗୁଳିରେ ୩ ଜଣ…

କମ୍ବିଂ ବେଳେ କୋରାପୁଟ ଜିଲ୍ଲା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

କୋରାପୁଟ: ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା । ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ । କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ପିଣ୍ଟାପଦର ଜଙ୍ଗଲରୁ ବିପୁଳ ପରିମାଣ ବିସ୍ଫୋରକ ଜବତ ହୋଇଛି । କମ୍ବିଂ ଅପରେସନ ବେଳେ ସେସବୁକୁ…

ଅପରେସନ୍ ସଙ୍ଗମ: ଲାଗାତାର ୩ଦିନ ମାଓ ଅପରେସନ୍, ଲାଲବାହିନୀର ୭ଟି କ୍ୟାମ୍ପ ଧୂଳିସାତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଓ କାଙ୍କେରରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍‌ । ଲଗାତାର ୩ ଦିନ ଧରି ଚାଲିଥିଲା ମାଓ ବିରୋଧୀ ଅଭିଯାନ 'ଅପରେସନ୍ ସଙ୍ଗମ' । ମାଓବାଦୀଙ୍କ ୭ଟି କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ସୁରକ୍ଷାବାହିନୀ । ଏହି ଅପରେସନରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା…

ମାଓ ଦମନରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା

ଭୁବନେଶ୍ୱର: ମାଓବାଦୀ ଦମନ କ୍ଷେତ୍ରେ ଓଡ଼ିଶା ପୋଲିସକୁ ବଡ଼ ସଫତଳା ମିଳିଛି । ଚଳିତବର୍ଷ ୨୧ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ନିହତ ହୋଇଛନ୍ତି ୧୭ ଜଣ ନକ୍ସଲ । ୩୨ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୋଲିସ ନିଜ ସ୍ଥିତିକୁ ସୁଦୃଢ଼ କରୁଛି । ୬୨ତମ…

ମାଓବାଦୀଙ୍କ ଦିନିକିଆ ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି: ଏନକାଉଣ୍ଟରକୁ ବିରୋଧ କରି ମାଲକାନଗିରି ଜିଲ୍ଲାରେ ଲାଲବାହିନୀର ଦିନିକିଆ ବନ୍ଦ ଡାକରା । ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସିଙ୍ଗରାମ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରକୁ ବିରୋଧ କରିଛନ୍ତି ମାଓବାଦୀ । ସିଙ୍ଗରାମ ଏନକାଉଣ୍ଟରରେ ୨ କ୍ୟାଡର…